fbpx

ପାକିସ୍ତାନରେ ଭୂକମ୍ପ; ୨୦ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଯାହାଫଳରେ ୨୦ରୁ ଅଧିକ ଜଣଙ୍କର ମୃତ୍ୟୁ ଏଥିରେ ଘଟିଥିବା ଜଣାପଡ଼ିଛି । ତେବେ ଖାଲି ସେତିକି ନୁହେଁ ଏହି ଭୟଙ୍କର ଭୂକମ୍ପରେ ୨୦୦ରୁ ଅଧକ ଆହତ ହୋଇଥିବା ବେଳେ ଅନେକ ଏପର୍ଯ୍ୟନ୍ତ ନିଖୋଜ ହୋଇଯାଇଛନ୍ତି । ଆଜି ସକାଳ ସମୟରେ ଦକ୍ଷିଣ ପାକିସ୍ତାନର ଜିଆରତ ଠାରେ ଭୂକମ୍ପର ଝଟକା ଦେଖିବାକୁ ମିଳିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ରହିଛି ।

Get real time updates directly on you device, subscribe now.