fbpx

ଅବସର ନେବେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ପୋଲିସ ଡିଜି ଅଭୟଙ୍କୁ ଅବସର ପାଇଁ ଅନୁମତି । ଅବସର ଅନୁମତି ଦେଲେ ରାଜ୍ୟ ସରକାର । ଡିସେମ୍ବର ୩୧ରେ ଅବସର ନେବେ ଡିଜିପି ଅଭୟ । ଅବସର ଅନୁମତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ଅଭୟଙ୍କ ଅବସର ଯୋଗୁଁ ନୂଆବର୍ଷରେ ନୂଆ ଡିଜିପି ଦେଖିବ ଓଡ଼ିଶା । ସେପଟେ ଅଭୟଙ୍କ ପରେ କିଏ ହେବେ ନୂଆ ପୋଲିସ ଡିଜି ତାହା ଉପରେ ରହିବ ନଜର । ୟୁପିଏସସି ପକ୍ଷରୁ ୩ଟି ନାଁ ବଛାଯାଇ ରାଜ୍ୟକୁ ପଠାଯିବା ନେଇ ସୂଚନା । ସୂଚନାଯୋଗ୍ୟ, ୯ ଡିସେମ୍ବର ୨୦୨୯ରେ ଡିଜିପି ଦାୟିତ୍ୱ ନେଇଥିଲେ ଅଭୟ ।

Get real time updates directly on you device, subscribe now.