fbpx

ଭୁବନେଶ୍ୱରରେ ୨୫ ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ୱରରେ ମହାନଗରରେ ଟିକାକରଣ ୨୫ ଲକ୍ଷ ଟପିଲା । କାଲି ସୁଦ୍ଧା ମୋଟ ୨୬ ଲକ୍ଷ ୪୮ ହଜାର ଡୋଜ୍ ଟିକାକରଣ ରେକର୍ଡ । ୧୪ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଏବଂ ୧୨.୪୮ ଲକ୍ଷ ଲୋକଙ୍କୁ ଉଭୟ ଡୋଜ୍ ଦିଆସରିଛି ।

ସଂପ୍ରତି କରୋନା ମହାମାରୀ ସହ ଲଢ଼ିବାକୁ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର କୋଭିଡ ଟିକା ମାଗଣାରେ ମଧ୍ୟ ଉପଲବ୍ଧ କରାଉଛନ୍ତି । ଏହି କ୍ରମରେ ଦେଶରେ ୧୦୦କୋଟିରୁ ଉଦ୍ଦ୍ୱର୍ ଭାକ୍ସିନ ଡୋଜ ଦିଆଯାଇସାରିଛି । କେନ୍ଦ୍ର ସରକାର ଘରକୁ ଘର ଭାକ୍ସିନ ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.