ଜଗତସିଂହପୁର ଜିଲ୍ଲାର ସମସ୍ତ ପ୍ରମୁଖ ମନ୍ଦିରରେ ୩ ଦିନ ପାଇଁ ଲାଗୁ ହେଲା ୧୪୪ । ଶାରଳା ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ନଭେମ୍ବର ୧୭, ୧୮, ୧୯ରେ ୧୪୪ ଧାରା ଲାଗୁ । ଏହି ସମସ୍ତ ମନ୍ଦିରରେ ୪ରୁ ଅଧିକ ଲୋକ ଏକାଠି ହେବା ଉପରେ ଲାଗୁ ହେଲା କଟକଣା ।
ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅତ୍ୟଧିକ ଭିଡ଼ ହେବାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।
Prev Post