fbpx

ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧି ପ୍ରତିବାଦରେ ଆରଡିସି ଅଫିସ୍ ଘେରିବ ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧି ପ୍ରତିବାଦରେ ଆରଡିସି ଅଫିସ୍ ଘେରିବ ବିଜେଡି । ପ୍ରେସମିଟରେ ସୂଚନା ଦେଲେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ । ୨୨ରେ କଟକ, ୨୩ରେ ସମ୍ବଲପୁର, ୨୪ରେ ବ୍ରହ୍ମପୁର ଆରଡିସି ଅଫିସ୍ ଘେରିବ । ଆରଡିସି ଅଫିସ୍ ଆଗରେ ପ୍ରତିବାଦ କରିବେ ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମୀ ।

Get real time updates directly on you device, subscribe now.