fbpx

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ, ଜାଣନ୍ତୁ କେବେଠାରୁ…

ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ସରକାରଙ୍କ ଅନୁମତି । ଡିସେମ୍ବର ୧୫ରୁ ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ । କରୋନା ସଂକ୍ରମଣ ଯୋଗୁଁ ବନ୍ଦ ଥିବା ଅନ୍ତର୍ଜାତୀୟ ବିମାନ ସେବା ହେବ ପୁନଃ କାର୍ଯ୍ୟକ୍ଷମ ।

ସୂଚନା ଅନୁସାରେ, ଭାରତରେ ଅନେକ ସଂଖ୍ୟାରେ ଭାକ୍ସିନର ଉଭୟ ଡୋଜ ନେଇସାରିଥିବାରୁ ଏବେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ୧୪ ଦେଶ ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡସ, ଫିନଲାଣ୍ଡ, ୟୁକେ, ସିଙ୍ଗାପୁର, ଚୀନ, ମରିସସ୍, ସାଉଥ ଆଫ୍ରିକା, ବ୍ରାଜିଲ, ନିଉଜିଲାଣ୍ଡକୁ ଏବେ ଉଡ଼ର ନହେବା ନେଇ କହିଛନ୍ତି ସରକାର । ଏହି ସବୁ ଦେଶକୁ ଏୟାର ବବଲ ଆଗ୍ରୀମେଣ୍ଟ ଅନୁଯାୟୀ ବିମାନ ଉଡ଼ାଣ ହୋଇପାରିବ ।

Get real time updates directly on you device, subscribe now.