fbpx

ସାଂସଦଙ୍କ ସଭାରେ ଗଣ୍ଡଗୋଳ ଘଟଣା: ୨ ଗିରଫ

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସଭାରେ ଗଣ୍ଡଗୋଳ ମାମଲା । ୨ ଗଣ୍ଡଗୋଳକାରୀଙ୍କୁ ଗିରଫ କଲା କମିଶନରେଟ ପୋଲିସ୍ । ଗତକାଲି ବରିଷ୍ଠ ନାଗରିକଙ୍କ ସହ ବୈଠକବେଳେ ହୋଇଥିଲା ଗଣ୍ଡଗୋଳ ।

ସୂଚନାଯୋଗ୍ୟ, ଗତକାଲି ଆଚାର୍ଯ୍ୟ ବିହାରଠାରେ କାର୍ଯ୍ୟକ୍ରମରେ ଯୋଗଦେବାବେଳେ ସାଂସଦଙ୍କୁ ବିରୋଧ କରିବା ସହ ଅଣ୍ଡା ଏବଂ ପଥର ମାଡ଼ କରାଯାଇଥିଲା । ଏହି ଘଟଣାକୁ ନେଇ ଶୁକ୍ରବାର ପ୍ରେସମିଟ୍ ଜରିଆରେ ଶାସକ ଦଳକୁ ଦାୟୀ କରିଛନ୍ତି ଅପରାଜିତା ।

 

Get real time updates directly on you device, subscribe now.