fbpx

ହିମସ୍ଖଳନରେ ଫସି ୨ ଯବାନ ସହିଦ

ନୂଆଦିଲ୍ଲୀ,୩୦ ।୧୧: ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ହିମାଚଳର ଦକ୍ଷିଣ ସିଆଚେନରେ ହିମସ୍ଖଳନ ଯୋଗୁଁ ୨ ଯବାନ ସହିଦ ହୋଇଛନ୍ତି । ଗ୍ଲେଶିୟରର ୧୮ ହଜାର ଫୁଟ ଉଚ୍ଚରେ ପାଟ୍ରୋଲିଂ କରୁଥିବା ବେଳେ ଆଜି ବରଫ ଅତଡା ଧସିଥିଲା । ଖବର ପାଇଁ ଏଆରଟି ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲିକାପ୍ଟର ସହାୟତରେ ଯବାନମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । କିନ୍ତୁ ମେଡିକାଲ ଟିମର ସମସ୍ତ ଉଦ୍ୟମ ସତ୍ୱେ ୨ ଯବାନଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.