fbpx

କରାଚୀ ବିଶ୍ୱବିଦ୍ୟାଳୟରେ ହେଲା ଭୟଙ୍କର ବିସ୍ଫୋରଣ: ୪ ଜଣଙ୍କ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ: ପାକିସ୍ତାନର କରାଚୀ ବିଶ୍ୱବିଦ୍ୟାଳୟରେ ଘଟିଛି ଏକ ଭୟଙ୍କର ବିସ୍ଫୋରଣ । ଏହି ଧମାକାର ଶବ୍ଦରେ ଥରି ଯାଇଛି ସାରା ସହର । ଦେଶରେ ଏଭଳି ଏକ ଭୟଙ୍କର ବିସ୍ଫୋରଣର କାରଣ କ’ଣ ଏବେ ଚର୍ଚ୍ଚାର ପିଷୟ ପାଲଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ପଡୋଶୀ ଚୀନର ନାଗରିକ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.