ନାବାଳିକାକୁ ଘରୁ ଉଠାଇ ନେଇ କଲେ ଦୁଷ୍କର୍ମ, 2 ଦିନ ପରେ ଜଙ୍ଗଲରୁ ଉଦ୍ଧାର
ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ କଲେ ଦୁର୍ବୃତ୍ତ ।
ଦିଗପହଣ୍ଡି: ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ କଲେ ଦୁର୍ବୃତ୍ତ ।
ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତ ଛାଡ଼ି ପଳାଇଥିଲା । 2 ଦିନ ପରେ ଜଙ୍ଗଲରୁ ଉଦ୍ଧାର କଲେ ପରିବାର । ଏନେଇ ପାଟପୁର ଥାନାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ସମ୍ପୁର୍ଣ୍ଣ ଘଟଣାଟି କଣ ହୋଇଛି, ସେନେଇ ତଦନ୍ତ କରୁଛି ପୋଲିସ ।