fbpx
BSKY SKY
BSKY SKY

ପୋଲସରାରେ ଆତଙ୍କ: ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା

BSKY

ପୋଲସରା(ଓଡ଼ିଶା ଭାସ୍କର): ସାରା ରାଜ୍ୟର ଲୋକେ ହୋଲିର ଉତ୍ସବ ପାଳନ କରୁଥିବା ବେଳେ ପୋଲସରାରେ ଖେଳିଯାଇଛି ଆତଙ୍କ । ବିଚ୍ ରାସ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସରାର ମୁକ୍ତାମାଳାଦେଈପୁର ଶାସନରେ ଘଟିଛି ଏଭଳି ହତ୍ୟାକାଣ୍ଡ । କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି । ଅନ୍ୟପଟେ ହତ୍ୟା କରିବା ପରେ ଘଟଣାସ୍ଥଳନରୁ ଫେରାର ମାରିଛି ହତ୍ୟାକାରୀ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.