fbpx

ଦୁର୍ଘଟଣାରେ ୨ମୃତ, ଟାୟାର ଜାଳି ରାସ୍ତାରୋକ

କଟକ, ୨୭ା୧(ଓଡ଼ିଶା ଭାସ୍କର): କଟକ ଜଗତପୁର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ପୀରବଜାର ନିକଟରେ ଦୁର୍ଘଟଣା ହୋଇ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଟ୍ରକ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି । ସେନେଇ ଉତ୍ତ୍ୟକ୍ତ ହୋଇ ସ୍ତାନୀୟ ଲୋକେ ଘଟଣାସ୍ଥଳରେ ଟାୟାର ଜାଳିଛନ୍ତି । ଏହାସହ ସେଠାରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିଛି । ମୃତ୍ୟୁ ହୋଇଥିବା ୨ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.