fbpx

ପୁରୀ ଲେଭେଲ୍‌ କ୍ରସିଂ ନିକଟରେ ଦୁର୍ଘଟଣା: ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ

ପୁରୀ: ପୁରୀ ରେଳ ଷ୍ଟେସନରେ ଏହା ବଡ ଧରଣର ଅଘଟଣ ଘଟିଯାଇଛି । ଯାତ୍ରୀବାହୀ ଟ୍ରେନ ହୋଇଛି ଲାଇନଚ୍ୟୁତ । ପୁରୀ-ଗୁଣୁପୁର ଯାତ୍ରୀବାହୀ ଟ୍ରେନ ଲାନଚ୍ୟୁତ ହୋଇଥିବା ଜଣାପଡିଛି । ପ୍ଲାଟଫର୍ମ ନମ୍ବର-୧ରେ ଟ୍ରାକରୁ ଖସି ଯିବାରୁ ସାଇଡ ହୋଇ ରହିଯାଇଛି ପାସେଞ୍ଜର ଟ୍ରେନ । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାଯାଇଛି । ପୁରୀ ଲେଭେଲ୍‌ କ୍ରସିଂ ନିକଟରେ ଏହି ଦୁର୍ଘଟଣା ହୋଇଛି ।

Get real time updates directly on you device, subscribe now.