ବଲାଙ୍ଗିର- ଟିଟିଲାଗଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ
ବଲାଙ୍ଗିର- ଟିଟିଲାଗଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଗଛରେ ପଟି ହୋଇ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ।
ବଲାଙ୍ଗୀର: ସଡ଼କ ଦୁର୍ଘଟଣା। ଚାଲିଗଲା ୨ ଜୀବନ। ବଲାଙ୍ଗିର- ଟିଟିଲାଗଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଗଛରେ ପଟି ହୋଇ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ। ଏନ୍ଏଚ୍-୨୬ ମଠଖାଇ ପାହାଡ଼ ନିକଟରେ ଘଟିଛି ଏହି ଦୁର୍ଘଟଣା।
ବାଇକ୍ ଆରୋହୀଙ୍କ ଗାଡ଼ି ଦ୍ରୁତ ଗତିରେ ଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା।ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି।