fbpx

(ଦେଖନ୍ତୁ ଭିଡିଓ)ଆଲବମ୍ କୁଇନ୍ କରିବି କହି କଲ୍ ଗର୍ଲ ବନାଇଦେଲେ ଅଭିଯୁକ୍ତ, ଏବେ ପ୍ରାଇଭେଟ୍ ଫଟୋ ରଖି ଦେଉଛନ୍ତି ଧମକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଲବମ୍ କୁଇନ୍ କରି ଟଙ୍କା ରୋଜଗାରର ମାଧ୍ୟମ ଦେବେ ବୋଲି କହି ମହିଳାଙ୍କ ସହିତ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିଛନ୍ତି ଜଣେ ଯୁବକ । ଖାଲି ସେତିକି ନୁହେଁ ଅପହରଣ କରି ଭୁବନେଶ୍ୱରରେ ଆଣି ରଖି ଦେହ ବ୍ୟବସାୟରେ ଉକ୍ତ ମହିଳାଙ୍କୁ ଲିପ୍ତ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ନ୍ୟାୟ ପାଇବା ଆଶାରେ ମହିଳା କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି ଉକ୍ତ ମହିଳା । ଦେଖନ୍ତୁ କଣ ଅଭିଯୋଗ ରହିଛି ପୀଡ଼ିତା ମହିଳାଙ୍କର(ଭିଡିଓ)…

Get real time updates directly on you device, subscribe now.