fbpx

ଜାପାନ ପରେ ଏବେ ଭୂମିକମ୍ପରେ ଦୋହଲିଲା ମିଆଁମାର, ଜାଣନ୍ତୁ ତୀବ୍ରତା

ନୂଆଦିଲ୍ଲୀ: ଜାପାନ ପରେ ମିଆଁମାରରେ ଅନୁଭୂତ ହେଲା ଭୂକମ୍ପ। ରିକ୍ଟର ସ୍କେଲରେ ୪.୩ ରେ ଭୂକମ୍ପର ତୀବ୍ରତା ମାପ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଜାନୁଆରୀ ୨ ରେ ମିଆଁମାରରେ ୩:୧୫ ମିନିଟ ୫୩ ସେକେଣ୍ଡରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୮୫ କିଲୋମିଟର ତଳେ ଥିଲା।

Get real time updates directly on you device, subscribe now.