fbpx

ପୂର୍ବତନ ବିଧାୟକ ବିମଳଲୋଚନଙ୍କ ପରଲୋକ

ମୟୂରଭଞ୍ଜ,୨୩ ।୨: ମୟୂରଭଞ୍ଜ ବାରିପଦାର ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କର ଆଜି ଦେହାନ୍ତ ହୋଇଛି ।

୨୦୦୯ରୁ ୨୦୧୪ ଯାଏ ବାରିପଦାର ବିଧାୟକ ଭାବେ କାର୍ଯ୍ୟ କରିଥିଲେ ବିମଳଲୋଚନ ।

ଆଜି ବାରିପଦା ସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.