fbpx
BJD SKY
BJD SKY

(Video)ବର୍ଷା-ଅନୁଭବ-ଜାଗୃତି ଝଡ଼: ବାନ୍ଧବୀଙ୍କ ଉପରେ ଆକ୍ରୋଶ ଝାଡ଼ିଲେ ୟୁଜର୍ସ, କହିଲେ ‘ତୁମେ ଅନୁଭବ ସହିତ ଆଫେୟାର୍ କରୁଛ’

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ତଥାକଥିତ ବାନ୍ଧବୀ ଜାଗୃତି ଶୁକ୍ଲା । ଏବେ ସୋସିଆଲ୍ ମିଡିଆ ୟୁଜର୍ସ ମାନେ ଜାଗୃତିଙ୍କ ଉପରେ ଆକ୍ରୋଶ ଝାଡ଼ିଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କିତ କିଛି ପୋଷ୍ଟ୍ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାକୁ ଆସିଛି । ବର୍ଷା-ଅନୁଭବଙ୍କ ଫ୍ୟାନ୍ସ ମାନେ ଜାଗୃତିଙ୍କୁ ସଫା ସଫା କହିଛନ୍ତି ଯେ, ତମେ କାହିଁକି ଅନୁଭବଙ୍କ ସହିତ ଆଫେୟାର୍ ରଖୁଛ । ଅନ୍ୟଜଣେ ୟୁଜର୍ କହିଛନ୍ତି ଯେ, ସ୍ୱାମୀ ଅନୁଭବ ଓ ସ୍ତ୍ରୀ ବର୍ଷାଙ୍କ ଭିତରେ ଜାଗୃତି କିଏ? ଦେଖନ୍ତୁ କଣ ଆକ୍ରୋଶ ଝାଡ଼ିଛନ୍ତି ବର୍ଷା-ଅନୁଭବ ଫ୍ୟାନ୍ସ ଏହି ଭିଡିଓ ମାଧ୍ୟମରେ….

Get real time updates directly on you device, subscribe now.