fbpx
BSKY
BJD MC SKY
BJD YOUTH SKY

‘ରାଜ୍ୟକୁ ଦିଅ ସଠିକ ପରିମାଣର ସାର’: କୃଷିମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ସଠିକ୍ ପରିମାଣର ଖରିଫ ସାର ଯୋଗାଇଦେବାକୁ କୃଷିମନ୍ତ୍ରୀଙ୍କ ଦାବି । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ଦାବି ଜଣାଇଲେ କୃଷିମନ୍ତ୍ରୀ ଅରୁଣ ସାହୁ । ‘ଚଳିତ ବର୍ଷ ଓଡ଼ିଶାକୁ ଧାର୍ଯ୍ୟଠାରୁ କମ ପରିମାଣ ସାର ଆବଣ୍ଟନ ହୋଇଛି ।’ ତୁରନ୍ତ ସମୁଦାୟ ସାର ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ କୃଷିମନ୍ତ୍ରୀ ।

Get real time updates directly on you device, subscribe now.