fbpx
BJD SKY
BJD SKY

ଜାଣିଶୁଣି ଓଢ଼ଣୀ ଖସାଇଲେ ଆଲିୟା, ବାରମ୍ବାର ଦେଖାଇଲେ ଡିପ୍ ନେକ୍; ଦେଖନ୍ତୁ ଭିଡିଓ

BJD

ନୂଆଦିଲ୍ଲୀ: ଆଲିୟା ଭଟ୍ଟ ନିଜର ଆଗାମୀ ଫିଲ୍ମ “ଗଙ୍ଗୁବାଇ”କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ଆଲିୟାଙ୍କର ସମସ୍ତ ଲୁକ୍ ଜୋରସୋରରେ ଭାଇରାଲ୍ ହେଉଛି । ଧଳା ରଙ୍ଗର ଶାଢ଼ୀ ଓ ଶୁଟ୍ ରେ କମାଲ ଲାଗୁଛନ୍ତି ଆଲିୟା । ହେଲେ ଏହିଧ୍ୱୁ ମଧ୍ୟରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖି ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଲାଇଭ୍ ଶୋରେ ଅଭିନେତ୍ରୀ ନିଜ ସୁଟ୍ ରୁ ଓଢ଼ଣୀ ଖସାଉଥିବା ଦେଖିବାକୁ ମିଳିଛି ।

ଭିଡିଓରେ ଆପଣ ମାନେ ସ୍ପଷ୍ଟ ଦେଖିବାକୁ ପାଇବେ ଯେ, ଆଲିୟା କପିଲ୍ ଶର୍ମା ଶୋରେ ନଜର ଆସିଛନ୍ତି । ଏହି ଏପିସୋଡରେ ସେ ପିଚ୍ ରଙ୍ଗର ଏକ ଅନାରକଲି ସୁଟ୍ ପିନ୍ଧିଛନ୍ତି । ଏହା ସହିତ ସେ ନ୍ୟୁଡ୍ ମେକଅପ୍ ନେଇଛନ୍ତି । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । କିନ୍ତୁ ଏଥର ତାଙ୍କର ସୁନ୍ଦରତା ଲୋକଙ୍କୁ ଆକର୍ଷିତ କରିନି ବରଂ ତାଙ୍କର କିଛି ହରକତ୍ ଲୋକଙ୍କ ନଜରକୁ ବାନ୍ଧିଛି । ଶୋ ମଝିରେ ସେ ଜାଣିଶୁଣି କାନ୍ଧରୁ ଓଢ଼ଣୀକୁ ତଳକୁ ଖସାଇଛନ୍ତି । ଏପରି ହରକତ ଲୋକଙ୍କୁ ଅଜବ ଲାଗୁଛି ।

 

View this post on Instagram

 

A post shared by BAAP (@sunnobc)

ଏହି ଭିଡିଓ କ୍ଲିପ୍ ଟି ଖୁବ୍ ପୁରୁଣା । ଫିଲ୍ମ ଆରଆରଆର ର ପ୍ରୋମୋଶନ୍ ସମୟରେ ସେ କପିଲ ଶର୍ମା ଶୋ ରେ ନଜର ଆସିଥିଲେ । ତାଙ୍କ ସହିତ ସାଉଥ୍ ସୁପରଷ୍ଟାର୍ ରାମ ଚରଣ ଓ ଜୁନିଅର୍ ଏନଟିଆର୍ ମଧ୍ୟ ଉପସ୍ଥିତ ରହିଥିଲେ । ଏହା ବ୍ୟତୀତ ଫିଲ୍ମର ନିର୍ଦ୍ଦେଶକ ଏସ ଏମ ରାଜମୌଲୀ ମଧ୍ୟ ଯୋଗ ଦେଇଥିଲେ ।

Get real time updates directly on you device, subscribe now.