fbpx
BJD
BJD SKY
BJD SKY

RBI ପକ୍ଷରୁ ସୂଚନା: ମାର୍ଚ୍ଚ ୩୧ ତାରିଖରେ ବ୍ୟାଙ୍କ ଖୋଲା ରହିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ଆସନ୍ତା ୩୧ ତାରିଖରେ ବ୍ୟାଙ୍କ ଖୋଲା ରହିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛି । ମାର୍ଚ୍ଚ ୩୧ରେ ସାଧାରଣ ଗ୍ରାହକଙ୍କ ପାଇଁ ସବୁ ବ୍ୟାଙ୍କ ଖୋଲା ରହିବ ବୋଲି କୁହାଯାଇଛି । ମାର୍ଚ୍ଚ ୩୧ ତାରିଖ ଦିନ ରବିବାର ପଡ଼ୁଥିବାରୁ ସେଦିନ ବ୍ୟାଙ୍କ ଛୁଟି ହୋଇଥାନ୍ତା । ମାତ୍ର ସେହିଦିନ ବ୍ୟାଙ୍କ ଖୋଲା ରହିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

 

Get real time updates directly on you device, subscribe now.