fbpx

ତାତିରୁ ଆଶ୍ୱସ୍ତି: ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହର

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । କାରଣ ଆଜି ରାଜ୍ୟର ସବୁ ସହର ୪୦ ଡିଗ୍ରୀ ତଳେ ରହିଛି । ଭୁବନେଶ୍ୱରରେ ଆଜି ସର୍ବାଧିକ ତାପମାତ୍ରା ୩୯.୧ ଡିଗ୍ରୀ ରହିଛି । ସେହିପରି ଟିଟିଲାଗଡ ଓ ମାଲକାନଗିରିରେ ତାପମାତ୍ରା ୩୯ ଡିଗ୍ରୀ ରହିଛି ।

ଅନ୍ୟପଟେ ବଲାଙ୍ଗିରରେ ୩୮.୬, ତାଳଚେରରେ ୩୮.୧, ଭବାନୀପାଟଣା, ସୋନପୁର ଓ ବୌଦ୍ଧରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.