fbpx

ଦିଲ୍ଲୀରେ ସରକାର ଗଢିବ ବିଜେପି: ଅମିତ ଶାହା

ନୂଆଦିଲ୍ଲୀ,୫ ।୧: ଦିଲ୍ଲୀରେ ବିଜେପି ବୁଥ୍ କର୍ମକର୍ତ୍ତାଙ୍କୁ ଆଜି ସମ୍ବୋଧିତ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଅମିତ କହିଛନ୍ତି ଯେ, ଦିଲ୍ଲୀରେ ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଗଢିବ । ଫେବ୍ରୁଆରୀ ଶେଷସୁଦ୍ଧା ଜଣାପଡିବ ଦିଲ୍ଲୀରେ ପିଏ ସରକାର ଗଢିବ ।’

୩ ମାସିଆ ସରକାର ନଗଢନ୍ତୁ ବୋଲି ଦିଲ୍ଲୀବାସୀଙ୍କୁ ଅମିତ କହିଛନ୍ତି । ୫ ବର୍ଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କଣ କରିଛନ୍ତି ଜାଣନ୍ତୁ । ଦିଲ୍ଲୀର ୭ଟି ଆସନରେ ବିଜେପି ସାଂସଦ । ଭାରତର ଲୋକତନ୍ତ୍ର ହେଉଛି ବିଶ୍ୱର ସବୁଠାରୁ ମଜଭୁତ୍ ବୋଲି ଅମିତ କହିଛନ୍ତି ।

Get real time updates directly on you device, subscribe now.