fbpx

(Video) ଅନନ୍ତଙ୍କ ବରଯାତ୍ରୀରେ ‘ଚୋଲୀ କେ ପିଛେ କ୍ୟା ହୈ’ ରେ ଠୁମକା ଲଗାଇଲେ ମାଧୁରୀ, ଦେଖନ୍ତୁ କିପରି ଝୁମିଲା ସାରା ବଲିଉଡ

ମୁମ୍ବାଇ: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ରାଜକୀୟ ଢଙ୍ଗରେ ହୋଇଛି । ଏହି ବିବାହରେ ହଲିଉଡ ଏବଂ ବଲିଉଡର କଳାକାରମାନେ ଯୋଗ ଦେଇତିବା ନଜର ଆସିଛନ୍ତି । ତେବେ ବର୍ତ୍ତମାନ ଅନନ୍ତ-ରାଧିକାଙ୍କ ବିବାହର ଇନସାଇଡ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓରେ ବଲିଉଡର ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ ନିଜର ପପୁଲାର ଟ୍ରାକ ଚୋଲୀ କେ ପିଛେରେ ନାଚୁଥିବା ନଜର ଆସିଛନ୍ତି ।

 

View this post on Instagram

 

A post shared by Instant Bollywood (@instantbollywood)

ମାଧୁରୀଙ୍କ ଚାହାଣି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଏବଂ ଫ୍ୟାନ୍ସ ମଧ୍ୟ ତାଙ୍କର ଦିୱାନା ହୋଇଯାଇଛନ୍ତି । ସେଠାରେ ଆଉ ଜଣେ ଲୋକ ନଜର ଆସିଛନ୍ତି । ସେ ହେଉଛନ୍ତି ମାଧୁରୀଙ୍କ ସ୍ୱାମୀ ଶ୍ରୀରାମ ନେନେ । ତାଙ୍କର ପୁରା ନଜର ମାଧୁରୀଙ୍କ ଉପରେ ଥିଲା ।

 

View this post on Instagram

 

A post shared by Instant Bollywood (@instantbollywood)

ମାଧୁରୀଙ୍କ ବ୍ୟତୀତ ଶାହରୁଖ ଖାନ ଏବଂ ସଲମାନ ଖାନ ମଧ୍ୟ କରଣ ଅର୍ଜଙ୍ର ନିଜ ଆଇକୋନିକ ସଙ୍ଗ ଭାଙ୍ଗଡା ପା ଲେ ରେ ନାଚୁଥିବାର ନଜର ଆସିଛନ୍ତି । ସେହିପରି ରଣବୀର ସିଂହ ଏବଂ ପ୍ରିୟଙ୍କା ଚୋପ୍ରା ମଧ୍ୟ ବରଯାତ୍ରୀରେ ନିଜର ଏନର୍ଜେଟିକ ମୁଭ୍‌ସରେ ସମସ୍ତଙ୍କୁ ଇମ୍ପ୍ରେସ କରିଛନ୍ତି ଏବଂ ତାଙ୍କ ସ୍ୱାମୀ ନିକି ଜିନାସ ମଧ୍ୟ ଏହିସବୁ ଗୀତରେ ନାଚିଛନ୍ତି ।

 

View this post on Instagram

 

A post shared by Manav Manglani (@manav.manglani)

Get real time updates directly on you device, subscribe now.