fbpx
BJD
BJD SKY
BJD SKY

ଗୁରୁବାର ଦିନ ମଥାରେ ଲଗାନ୍ତୁ କେସର ତିଳକ, ଆପଣଙ୍କର ଏହି ଗ୍ରହ ହୋଇଯିବ ସୁପର ଆକ୍ଟିଭ

ଓଡ଼ିଶା ଭାସ୍କର: ତିଳକ ବା ଚନ୍ଦନ ଲଗାଇବା ସନାତନ ଧର୍ମରେ ଜରୁରୀ ବୋଲି ବିଶ୍ୱାସ କରାଯାଏ । ତିଳକ ଲଗାଇବାରେ ଜୀବନରେ ଆପଣଙ୍କ ଯଶ ବୃଦ୍ଧି ପାଇଥାଏ । ଗୁରୁବାର ଦିନ କେସର ତିଳକ ଲଗାଯାଇଥାଏ । କେସର ତିଳକ ଗୁରୁବାର ଦିନ ଲଗାଯାଏ ।

ଗୁରୁବାର ଗୁରୁ ବୃହସ୍ପତିଙ୍କ ବାର । ଏହି ଦିନ ତିଳକ ଲଗାଇବାରେ ଆପଣଙ୍କ ବୃହସ୍ପତି ଗ୍ରହ ଶକ୍ତିଶାଳି ହୋଇଯାଏ । କେସର ଗୁରୁ ବୃହସ୍ପତି ଗ୍ରହର ପ୍ରତିନିଧିତ୍ୱ କରିଥାଏ । କେସର ଉପାୟ କରିବାରେ କୁଣ୍ଡଳୀରେ ଗୁରୁ ବୃହସ୍ପତି ଗ୍ରହ ଶକ୍ତିଶାଳୀ ହୋଇଥାଏ । ଏହି ତିଳକ ଲଗାଇବା କେବଳ ଗୁରୁବାର ଦିନରୁ ହିଁ ଆରମ୍ଭ କରିବା ଆବଶ୍ୟକ ।

କେସର ତିଳକ ଲଗାଇବାର ଫାଇଦା:
-କେସର ପବିତ୍ର ଏବଂ ଶୁଦ୍ଧ ହୋଇଥାଏ । ଏହାକୁ ଲଗାଇବା ଦ୍ୱାରା ଦେବତାମାନଙ୍କ କୃପା ମିଳିଥାଏ ।
-ପ୍ରତିଦିନ ଏହାକୁ ଲଗାଇବା ଦ୍ୱାରା କୁଣ୍ଡଳୀରେ ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ ।
-କେସର ତିଳକ ଲଗାଇବା ଦ୍ୱାରା ବୃହସ୍ପତି ଶକ୍ତିଶାଳୀ ହୋଇଥାଏ, ଏହାଦ୍ୱାରା ଆପଣଙ୍କ ଚାକିରି କ୍ୟାରିୟରରେ ସଫଳତା ମିଳିଥାଏ ।
-କେସରର ତିଳକ ଯଦି ଶୁକ୍ଳ ପକ୍ଷର ପ୍ରଥମ ଗୁରୁବାର ଦିନ ଲଗାଇବା ଆରମ୍ଭ କରନ୍ତି ତେବେ ଟଙ୍କା ସହ ଜଡିତ ମାମଲା ଶେଷ ହୋଇଯାଏ ।
-କାମ ବିଜନେସରେ ଏକାଗ୍ରତା ରଖିବା ଲାଗି କେସରର ତିଳକ ଲଗାଇବା ଶୁଭ ହୋଇଥାଏ ।
-ଘରେ ସିଖ ସମୃଦ୍ଧି ବଢିଥାଏ ଏବଂ ମାନ ସମ୍ମାନ, ପ୍ରତିଷ୍ଠା ବଢାଇଥାଏ । ଏଥିସହ ଆପଣଙ୍କୁ ଆଗକୁ ବଢିବା ପାଇଁ ପ୍ରେରିତ କରିଥାଏ ।
-କେସର ତିଳକ ଲଗାଇବାରେ ଭଗବାନ ଶିବ, ଶ୍ରୀ ହରି ବିଷ୍ଣୁ, ଗଣେଶ ଏବଂ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ।

Get real time updates directly on you device, subscribe now.