fbpx

ତପସ୍ୱିନୀଙ୍କ ପାଇଁ ଆମେରିକାରୁ ଉଠିଲା ସ୍ୱର, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀଙ୍କ ମାମଲା ଏବେ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି । ତାଙ୍କ ପାଇଁ ଏବେ ସାରା ଓଡ଼ିଶାରୁ ସମର୍ଥନର ସୁଅ ଛୁଟୁଥିବା ବେଳେ ଆମେରିକାରୁ ମଧ୍ୟ ତାଙ୍କ ପାଇଁ ସମର୍ଥନ ବାତ୍ତା ଆସି ପହଞ୍ଚିଛି । ଆମେରିକାରୁ ଅରୋମିକା ନାମକ ଜଣେ ମହିଳା ତପସ୍ୱିନୀଙ୍କ ନ୍ୟାୟ ସ୍ୱର ଉତ୍ତୋଳନ କରିଛନ୍ତି । ସେ ଏକ ଭିଡିଓ ଜାରି କରି ତପସ୍ୱିନୀଙ୍କ ନ୍ୟାୟ ପାଇଁ ଏବଂ ତାଙ୍କ ଭଳି ଜୀବନ ବିତାଉଥିବା ଅନ୍ୟ ମହିଳା ମାନଙ୍କ ନ୍ୟାୟ ପାଇଁ ସ୍ୱର ଉଠାଇଛନ୍ତି । ଆପଣ ମାନେ ବି ଦେଖନ୍ତୁ କଣ କହୁଛନ୍ତି ଆମେରିକାର ଅରୋମିକା ।

Get real time updates directly on you device, subscribe now.