fbpx
BSKY
BJD SHG SKY
BJD MC SKY

କି ଯୁଗ ଆସିଲା! ଛେଳି ଚୋରି କରି ASI ସସପେଣ୍ଡ, ଦେଖନ୍ତୁ (ଭିଡିଓ)

ବଲାଙ୍ଗିର(ଓଡ଼ିଶା ଭାସ୍କର): ଚୋରକୁ ପୋଲିସ ଧରେ । କିନ୍ତୁ ବଲାଙ୍ଗିରରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପୋଲିସ ପାଲଟିଛି ଚୋର । ଚୋରି ଅଭିଯୋଗରେ ପୋଲିସ ଏଏସଆଇ ସସପେଣ୍ଡ ହୋଇଛନ୍ତି । ସିନେ୍ଧକେଲା ଥାନା ଏଏସଆଇ ସୁମନ ମଲ୍ଲିକ ସସପେଣ୍ଡ ହୋଇଛନ୍ତି । ଏଏସଆଇ ସୁମନ ମଲ୍ଲିକଙ୍କୁ ସସପେଣ୍ଡ କରିଛନ୍ତି ବଲାଙ୍ଗି ଏସପି । ଛେଳି ଚୋରି କରି ଭୋଜି କରିବା ଅଭିଯୋଗରେ ଏଏସଆଇଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । ତେବେ ଚୋରି ଘଟଣାକୁ ନେଇ କାଲି ସ୍ଥାନୀୟ ଲୋକେ ସିନେ୍ଧକେଲା ଥାନା ଘେରାଉ କରିଥିଲେ ।

Get real time updates directly on you device, subscribe now.