fbpx
BJD
BJD SKY
BJD SKY

ମାଲକାନଗିରିରେ ଆସାମ ମୁଖ୍ୟମନ୍ତ୍ରୀ, ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ

ଭୁବନେଶ୍ୱର: ମାଲକାନଗିରିରେ ଆଜି ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଏକ ସ୍ୱତନ୍ତ୍ର ବିମାନରେ  ମାଲକାନଗିରିରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ପ୍ରଥମେ ସେ ଏମପିଭି ୮୨ରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବେ । ମାଥିଲିରେ ମଧ୍ୟ ସଭାରେ ଯୋଗ ଦେବେ । ମାଲକାନଗିରି ଗସ୍ତ ସାରି ସେ ଆସିକା ଯିବେ । ଖଲ୍ଲିକୋଟରେ ମଧ୍ୟ ଦଳ ପାଇଁ ପ୍ରଚାର କରିବେ ହିମନ୍ତ ବିଶ୍ୱଶର୍ମା ।

Get real time updates directly on you device, subscribe now.