fbpx

ଜାଣନ୍ତୁ, ଆପଣଙ୍କ ରାଶିରେ ଆଜି କଣ ରହିଛି (୨୩ା୪ା୨୦୨୦, ଗୁରୁବାର)

ମେଷ – ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ କିଛି ପ୍ରାପ୍ତି ହେବ, ପ୍ରତି ଯୋଜନାରେ ସଫଳ ହେବେ. ଆର୍ଥିକ ଉନ୍ନତି ପରିମାଣରେ ବୃଦ୍ଧି ପାଇବ ।
ବୃଷ – ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ପ୍ରେମ ଜିବନ ଓ ସାଂସାରିକ ଜୀବନକୁ ନେଇ ଖୁସି ରହିବେ, ଲୋକସଂପର୍କ କ୍ଷେତ୍ରରେ ସମସ୍ୟା ଦେଖାଦେବ ।
ମିଥୁନ – ଶାରୀରିକ କିମ୍ବା ମାନସିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ମାତ୍ର ବ୍ୟବସାୟରେ ଲାଭ ହେବ । ଗ୍ରହକୁ ବନ୍ଧୁ ଆଗମନ କିଛି ମାତ୍ରାରେ ଆତ୍ମଶାନ୍ତି ପ୍ରଦାୟକ ହେବ ।
କର୍କଟ – ଶାରୀରିକ ତଥା ମାନସିକ ଅବସାଦ ଦେହ ଓ ମନକୁ ଦୁର୍ବଳ କରିଦେବ । ତଥାପି କିଛି ଶୁଭପ୍ରଭାବ ବଳରେ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ବିଦ୍ୟାର୍ଥିମାନେ ନିଜ ମନମୁତାବକ ପରିବେଷରେ ସମୟ କାଟିବେ ।
ସିହଂ- କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ଧାର୍ମିକ ସ୍ଥାନ ଭ୍ରମଣ କରିବେ ।
କନ୍ୟା – ଶାରୀରିକ କିମ୍ବା ମାନସିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ମାତ୍ର ବ୍ୟବସାୟରେ ଲାଭ ହେବ । ଗ୍ରହକୁ ବନ୍ଧୁ ଆଗମନ କିଛି ମାତ୍ରାରେ ଆତ୍ମଶାନ୍ତି ପ୍ରଦାୟକ ହେବ ।ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ଯୋଗ ଷୃଷ୍ଟି ହେବ । ବିବାହ ଯୋଗ୍ୟ ପିଲାଙ୍କର ସୁଯୋଗ ଷୃଷ୍ଟି ହେବ ।
ତୁଳା – ଦିନଟି ଆତ୍ମଶାନ୍ତିଭରା ପରିବେଷରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା, ଆଇନି ବିଭାଗ, ଯାନ୍ତ୍ରିକ ବିଭାଗ, ପ୍ରକାଶକ, ଲେଖକ, କଳାକାର ଆଦି କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ ।
ବିଛା – ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯିବ, କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ । ପିଲାମାନେ ଚଚଂଳମନା ହୋଇ ଭୁଲ କରିବେ ।
ଧନୁ – ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ନୁତନ ଯାନ କିମ୍ବା କିଛି ନୁଆ ଦ୍ରବ୍ୟ କ୍ରୟ କରିବେ ।
ମକର – ବ୍ୟବସାୟ ତଥା ଚାକିରିରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । କ୍ରିଡା, ଓøଷଧ, ସାମରିକ, ଇନ୍ଧନ ସମ୍ବନ୍ଧିୟ କ୍ଷେତ୍ରରେ ଅଧିକ ଶୁଭ ।
କୁମ୍ଭ – ଶୁଭ ସମୟ ହେତୁ କର୍ମକ୍ଷେତ୍ରରେ ଶତ୍ରୁମାନେ ପରାହତ ହେବେ ଓ ବ୍ୟବସାୟରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ ।
ମୀନ – ଶୁଭଦିନ ଫଳରେ ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ର ତଥା ପାରିବାରିକ ପରିବେଷରେ ସମସ୍ତ ଦିଗରୁ ଶୁଭତଭ ବଢିବ ।

Get real time updates directly on you device, subscribe now.