fbpx

ଅଷ୍ଟ୍ରେଲିଆ ହେଲା ବିଶ୍ୱ ବିଜୟୀ, ନିରାଶ କଲା ଭାରତ

ମେଲବର୍ଣ୍ଣ,୮ ।୩: ଆଇସିସି ମହିଳା ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଭାରତକୁ ୮୫ ରନରେ ହରାଇ ପଞ୍ଚମ ଥର ପାଇଁ ବିଶ୍ୱ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୪ ୱିକେଟ ହରାଇ ୧୮୪ ରନ୍ କରିଥିବା ବେଳେ ଭାରତ ୧୯.୧ ଓଭରରେ ୧୦ ୱିକେଟ ହରାଇ ମାତ୍ର ୯୯ ରନ୍ କରିଥିଲା । ଭାରତ ପାଇଁ ଦୀପ୍ତି ଶର୍ମା ୩୩ ରନ୍ ସଂଗ୍ରହ କରିଥିଲେ। ଏହି କ୍ରମରେ ଭାରତକୁ ହରାଇ ୫ମ ଥର ପାଇଁ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ ।

Get real time updates directly on you device, subscribe now.