କ୍ରିକେଟର ମହମ୍ମଦ ସାମିଙ୍କୁ ହତ୍ୟା ଧମକ, ପୋଲିସର ତଦନ୍ତ ଜାରି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କୁ ଏକ ଧମକପୂର୍ଣ୍ଣ ମେଲ୍ ପଠାଯାଇଛି । ରବିବାର ସନ୍ଧ୍ୟାରେ ରାଜପୁତ ସିନ୍ଧର ନାମକ ଜଣେ ଯୁବକ ମହମ୍ମଦ ସାମିଙ୍କ ମେଲ୍ ଆଇଡିକୁ ଏକ ଇମେଲ୍ ପଠାଇ ତାଙ୍କୁ ହତ୍ୟା ଧମକ…

ଜାତି ଜନଗଣନା, କଂଗ୍ରେସର ସନ୍ଦେହଜନକ ରେକର୍ଡର ପର୍ଦ୍ଦାଫାସ !

ନୂଆଦିଲ୍ଲୀ: ଦଶନ୍ଧି ଧରି କଂଗ୍ରେସ ଦଳ ସାମାଜିକ ନ୍ୟାୟକୁ ସମର୍ଥନ କରୁଥିବା ଦାବି କରିଆସୁଛି, ତଥାପି ଜାତି ଜନଗଣନା ଉପରେ ଏହାର ଟ୍ରାକ୍ ରେକର୍ଡ ଏକ ସମ୍ପୂର୍ଣ୍ଣ ଭିନ୍ନ ବାସ୍ତବତା ଦର୍ଶାଉଛି । ଏହା ବ୍ୟବସ୍ଥାଗତ…

Breaking: ଏପ୍ରିଲ ୨୭ ତାରିଖ ପରୀକ୍ଷାକୁ ରଦ୍ଦ କଲା OSSC

ଭୁବନେଶ୍ବର: ଏପ୍ରିଲ 27 ତାରିଖ ପରୀକ୍ଷାକୁ ରଦ୍ଦ କଲା ଓଏସଏସସି । ଏସଆଇ ରାଙ୍କର ବିଭିନ୍ନ ବର୍ଗର ପଦ ପଦବୀ ପାଇଁ ପରୀକ୍ଷା ରଦ୍ଦ କରାଯାଇଛି । ତେବେ ଆସନ୍ତା ଜୁଲାଇ 6 ତାରିଖରେ ସାନି ପରୀକ୍ଷା ନେଇ ସୂଚନା ଦିଆଯାଇଛି ।…

ପାକିସ୍ତାନରେ ଭୂକମ୍ପ ଝଟକା, 4.2 ତୀବ୍ରତାରେ ଥରିଲା ମାଟି

ନୂଆଦିଲ୍ଲୀ: ପାକିସ୍ତାନରେ ଭୂକମ୍ପ ଝଟକା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ସୋମବାର ଅପରାହ୍ନ ପ୍ରାୟ ୪ଟାରେ ପାକିସ୍ତାନରେ ରିକ୍ଟର ସ୍କେଲରେ ୪.୨ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।…

ପାକିସ୍ତାନୀ ସାଇବର ଟିମ୍ ଟାର୍ଗେଟରେ ଭାରତ, ହ୍ୟାକ ହୋଇଛି ପ୍ରତିରକ୍ଷା ଓ୍ବେବସାଇଟ୍ : ରିପୋର୍ଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନୀ ହ୍ୟାକର୍ସମାନେ ଭାରତୀୟ ପ୍ରତିରକ୍ଷା ୱେବସାଇଟ୍‌ଗୁଡ଼ିକୁ ଟାର୍ଗେଟ କରୁଛନ୍ତି । ପ୍ରତିରକ୍ଷା ପ୍ରତିଷ୍ଠାନର ସୂତ୍ର ଅନୁଯାୟୀ,…

ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ, ପ୍ରେସ୍‌ ରିଲିଜ୍‌ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା

ଭୁବନେଶ୍ବର: ଦୀଘା ଜଗନ୍ନାଥ ମନ୍ଦିର ନେଇ ବୟାନ ଦେଲେ ଗଜପତି ମହାରାଜା । ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ । ପ୍ରେସ୍‌ ରିଲିଜ୍‌ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା । ଜଗନ୍ନାଥ ଧାମ,…

Sita Navami 2025: ଆଜି ସୀତା ନବମୀ, ଏପରି ପୂଜାର୍ଚ୍ଚନା କଲେ ମିଳିବ କୃପା

ନୂଆଦିଲ୍ଲୀ: ସୀତା ନବମୀ ହିନ୍ଦୁ ଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଏହାକୁ ଜାନକୀ ନବମୀ ମଧ୍ୟ କୁହାଯାଏ । ପଞ୍ଚଙ୍ଗ ଅନୁଯାୟୀ ସୀତା ନବମୀ ବୈଷ୍ଣବ ମାସର ଶୁକ୍ଲପକ୍ଷର ନବମ ଦିନରେ ପାଳନ କରାଯାଏ । ଆଜି ଅର୍ଥାତ୍ ୫ ମଇ…

ବିଜେଡିର ସାଂଗଠନିକ ନିର୍ବାଚନ, ୧୫ ଉପସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ବର: ବିଜେଡିର ସାଂଗଠନିକ ନିର୍ବାଚନ ନେଇ ୧୫ ଉପସଭାପତିଙ୍କ ନାଁ ଘୋଷଣା କରାଯାଇଛି । ବିଜେଡି ସାଂଗଠନ ଦୁର୍ବଳ ହୋଇ ଯାଉଥିବା ବେଳେ ଦଳ ଉପସଭାପତି ଦାୟିତ୍ବରେ ଅନେକ ବରିଷ୍ଠଙ୍କୁ ରଖିଛି । ଅନ୍ୟପଟେ ଦଳ ପାଇଁ…

(Video) ସେଲଫି ନେବାର ସଉକ ପଡ଼ିଲା ମହଙ୍ଗା, ଫଟୋ ଉଠାଇବା ବେଳେ ପାଣିକୁ ଟାଣି ନେଲା କୁମ୍ଭୀର

ନୂଆଦିଲ୍ଲୀ:  ଫିଲିପାଇନ୍ସର ଦକ୍ଷିଣ ଜାମ୍ବୋଆଙ୍ଗା ସିବୁଗେ ପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ 29 ବର୍ଷୀୟ ଯୁବକ ସେଲଫି ନେବା ପାଇଁ କୁମ୍ଭୀର ଖୁଆଡ଼ରେ ପ୍ରବେଶ କରିଥିଲେ ଏବଂ…

ବିଭିନ୍ନ ସେଲ୍‌ ପାଇଁ ବିଜେଡି ବରିଷ୍ଠଙ୍କୁ ଦାୟିତ୍ବ ବଣ୍ଟନ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି । ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ୍‌ ଥାଇ ବିଭିନ୍ନ ସେଲ୍ ପାଇଁ ଏହି ଦାୟିତ୍ବ ଦିଆଯାଇଛି । ବିଜ୍ଞପ୍ତି ଅନୁସାରେ, ବିଜୁ କୃଷକ ସାମୁଖ୍ୟ…