ମୁମ୍ବାଇ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଇଣ୍ଡିଗୋ ବିମାନ ଉଡ଼ାଇ ଦେବାକୁ ଧମକ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଇଣ୍ଡିଗୋ ବିମାନକୁ ଧମକ କଲ୍ । ସୂତ୍ର ଅନୁସାରେ, ମୁମ୍ବାଇର ସହର ବିମାନବନ୍ଦରର ହଟଲାଇନ୍କୁ ଏକ ଫୋନ୍ କଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା, ଯେଉଁଥିରେ ଇଣ୍ଡିଗୋର ଏକ ବିମାନରେ…