ଏଠି କଣ ଚାଲିଛି…ଶିକ୍ଷକଙ୍କ ଗାଡ଼ିକୁ ପଲିସ କରୁଛନ୍ତି ଛାତ୍ର, ଭାଇରାଲ ହେଉଛି Video
ନୂଆଦିଲ୍ଲୀ: ବିହାରରୁ ଏକ ଘଟଣା ସାମ୍ନାକୁ ଆସିଛି, ଯାହା ପୁଣି ଥରେ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଲଜ୍ଜିତ କରିଛି । ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ପଠାନ୍ତି ଯାହା ଦ୍ୱାରା ସେମାନଙ୍କ ପିଲା…