CHARIDHAM

ଘନିଭୂତ ହେଲା ଲଘୁଚାପ, କାଲିଠୁ ଏହି ସ୍ଥାନରେ ହେବ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଘନିଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହା ଦକ୍ଷିଣ ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପଡ଼ିଛି । ତେବେ…

ଡୋମିନିକାନ୍ ରିପବ୍ଲିକରେ ବଡ଼ ଦୁର୍ଘଟଣା, ନାଇଟ୍ କ୍ଲବ୍ ଛାତ ଭୁଶୁଡ଼ି ପଡ଼ିବାରୁ ୨୭ ଜଣଙ୍କ ମୃତ୍ୟୁ ୧୬୦ ଆହତ

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ବଡ଼ ଦୁର୍ଘଟଣା । କାରିବିଆନ୍ ଦେଶ ଡୋମିନିକାନ୍ ରାଜଧାନୀ ସାଣ୍ଟୋ ଡୋମିଙ୍ଗୋରେ ଏକ ନାଇଟ୍ କ୍ଲବର ଛାତ ଭୁଶୁଡ଼ି ପଡ଼ିବାରୁ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ,…

ଆମେରିକାକୁ ଆଖି ଦେଖାଇବା ପଡିଲା ଭାରୀ! ଚୀନ ଉପରେ ଟ୍ରମ୍ପଙ୍କ 104% ଟାରିଫ

ନୂଆଦିଲ୍ଲୀ: ଚୀନରୁ ଆସୁଥିବା ସାମଗ୍ରୀ ଉପରେ ଆମେରିକା ଅଧିକ ଟିକସ ଲଗାଇବାକୁ ନିଷ୍ପତ୍ତି ନେଇଛି । ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ, ଏବେ ଚୀନ୍‌ରୁ ଆସୁଥିବା ଇଲେକ୍ଟ୍ରିକ୍ ଯାନ ଉପରେ ୧୦୪ ପ୍ରତିଶତ ଟିକସ ଲାଗୁ…

ଲଞ୍ଚ ହେଲା ନୂଆ Aadhaar app, ଆଉ କେଉଁ ସ୍ଥାନରେ ଦେବାକୁ ପଡିବନି ଫଟୋ କପି

ନୂଆଦିଲ୍ଲୀ: ମୋଦୀ ସରକାର ଏକ ନୂତନ ଆଧାର ଆପ୍ ଲଞ୍ଚ କରିଛନ୍ତି । ଏହା ସହିତ ବ୍ୟବହାରକାରୀଙ୍କୁ ସେମାନଙ୍କର ଆଧାର ସମ୍ପର୍କିତ ସୂଚନା ଯାଞ୍ଚ କରିବା ପାଇଁ କୌଣସି ଭିଜିକାଲ କାର୍ଡ କିମ୍ବା ଫଟୋ କପିର ଆବଶ୍ୟକତା ପଡ଼ିବ…

ଆଶ୍ଚର୍ଯ୍ୟ! ସ୍କୁଲ ବ୍ୟାଗରେ ଛାତ୍ର ନେଉଛନ୍ତି କଣ୍ଡୋମ-ଛୁରୀ, ଭାଇରାଲ ହେଉଛି Video

ନୂଆଦିଲ୍ଲୀ: ନାଶିକରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଘୋଟିର ଏକ ସ୍କୁଲରେ ୭ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଙ୍କ ବ୍ୟାଗରୁ କଣ୍ଡୋମ ପ୍ୟାକେଟ, ଛୁରୀ, କାର୍ଡ ଏବଂ ଅନ୍ୟାନ୍ୟ ଆପତ୍ତିଜନକ…

3 ମାସରେ 116 ଅରବ ଡଲାର ହରାଇଲେ ମସ୍କ, ବର୍ତ୍ତମାନ ଆଉ ମାତ୍ର ଏତିକି ସମ୍ପତ୍ତି ରହିଛି

ନୂଆଦିଲ୍ଲୀ: ଏହି ବର୍ଷ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଅନେକ ଝଟକା ଖାଇଛନ୍ତି । ବର୍ଷ ଆରମ୍ଭରେ ମାତ୍ର ତିନି ମାସରେ ମସ୍କ ପ୍ରାୟ ୧୧୬ ବିଲିୟନ ଡଲାର ସମ୍ପତ୍ତି ହରାଇଛନ୍ତି । ତାଙ୍କ କମ୍ପାନୀ ଟେସଲାର…

ପ୍ରତିଦିନ ମୁହଁରେ Makeup ଲଗାଉଥିଲେ ସାବଧାନ! ଚର୍ମରେ ଏହି ସବୁ ସମସ୍ୟା ଭୋଗିପାରନ୍ତି

ନୂଆଦିଲ୍ଲୀ: ସକାଳେ ଅଫିସ ହେଉ କିମ୍ବା ସନ୍ଧ୍ୟାରେ ପାର୍ଟି, ଇନଷ୍ଟାଗ୍ରାମ ରିଲ୍ କିମ୍ବା ଡେଟ୍, ମେକଅପ୍ ଲଗାଇବା ଥୟ । ଏହା ମହିଳାଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି । ଫାଉଣ୍ଡେସନ୍, କନସିଲର, କମ୍ପାକ୍ଟ,…

South East Central Railway Vacancy: ରେଳବାଇରେ ୧୦୦୭ ପଦବୀ ପାଇଁ ନିଯୁକ୍ତି, ଆରମ୍ଭ ହେଲାଣି ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଦଶମ ପାସ ଯୁବକ ଯୁବତୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଛି । ରେଳବାଇ ଶିକ୍ଷାର୍ଥୀ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଆଗ୍ରହୀ ଏବଂ…

କର୍କଟ ରୋଗ ଚିକିତ୍ସା ନେଇ ଖୁସି ଖବର, ଭାରତୀୟ ବୈଜ୍ଞାନିକମାନେ କଲେ ଚମତ୍କାର

ନୂଆଦିଲ୍ଲୀ: କର୍କଟ ରୋଗ ସବୁଠାରୁ ବିପଦପୂର୍ଣ୍ଣ ରୋଗ ମଧ୍ୟରୁ ଗୋଟିଏ । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (DST) ଅଧୀନସ୍ଥ ଏକ ପ୍ରତିଷ୍ଠାନ, ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡି ଇନ୍ ସାଇନ୍ସ ଆଣ୍ଡ୍…

Breaking News: ସିଙ୍ଗାପୁର ସ୍କୁଲରେ ନିଆଁ ଲାଗିବାରୁ ଗୁରୁତର ହେଲେ ପବନ କଲ୍ୟାଣଙ୍କ ପୁଅ, ହାତ-ଗୋଡ଼ରେ ଲାଗିଛି ଆଘାତ

ନୂଆଦିଲ୍ଲୀ: ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଘଟଣାରେ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ ଜନସେନା ପାର୍ଟିର ସଭାପତି ପବନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ହାତ…