NEET UG 2025 Registration: ରେଜିଷ୍ଟ୍ରେସନକୁ ନେଇ NTA ଜାରି କଲା ଜରୁରୀ ସୂଚନା, ଆସିଲା ହେଲ୍ସଲାଇନ ନମ୍ବର

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET UG) 2025 ପଞ୍ଜିକରଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି । ଯେଉଁ ପ୍ରାର୍ଥୀମାନେ…

(Video) ଇଏ ଝିଅ ନା ପିଶାଚୀ! ସମ୍ପତ୍ତି ଲୋଭରେ ଅନ୍ଧ ହୋଇ ମାଆକୁ କାମୁଡ଼ି ତଳେ କଚାଡିଲା

ନୂଆଦିଲ୍ଲୀ: ହରିୟାଣାର ହିସାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ଆଜାଦ ନଗରରେ, ଜଣେ ଝିଅ ତାଙ୍କ ମାଆଙ୍କୁ ନିର୍ମମ ଭାବରେ ପିଟିଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ, ସୋସିଆଲ ମିଡିଆରେ…

ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ, ନବଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି

ଭୁବନେଶ୍ବର: ନବ ଦାସ ହତ୍ୟା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ନବଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି । CBI ତଦନ୍ତ ପାଇଁ ପରିବାର ଲେଖିଲେ ବିଜେଡିର ୨ ବଡ଼ମୁଣ୍ଡ ଫସିଯିବେ ।…

କଂଗ୍ରେସର ମହିଳା ନେତ୍ରୀଙ୍କୁ ହତ୍ୟା, ବସଷ୍ଟାଣ୍ଡ ନିକଟରେ ସୁଟକେସରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ହରିୟାଣାର ରୋହତକ ଜିଲ୍ଲାର ସାମ୍ପଲା ସହରର ବସ୍ ଷ୍ଟାଣ୍ଡ ନିକଟରେ ଏକ ସୁଟକେସ୍‌ରେ ଜଣେ ଯୁବତୀଙ୍କ ମୃତଦେହ ଜବତ କରାଯାଇଛି । ଏହାପରେ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୁଟକେସରେ ଏକ…

ଆଜି ମଙ୍ଗନ କାଲି ବାହାଘର…ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ

ଭୁବନେଶ୍ବର: ରାତି ପାହିଲେ ବିଧାୟକଙ୍କର ହେବ ବାହାଘର । ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନଙ୍କର ସାତଜନ୍ମର ସାଥି ହେବେ ସିପ୍ରା ପ୍ରିୟଦର୍ଶିନୀ ବଳ । ଏହା ମାହାଙ୍ଗା ବିଧାୟକଙ୍କର ପ୍ରେମ ବିବାହ ବୋଲି…

କମଳା ନା କଳା ଗାଜର? କେଉଁଟା ସ୍ବାସ୍ଥ୍ୟପକ୍ଷେ ଉପକାରୀ ଜାଣନ୍ତୁ

ନୂଆଦିଲ୍ଲୀ: ଗାଜରରେ ବିଟା କ୍ୟାରୋଟିନ୍, ଫାଇବର, ଭିଟାମିନ୍ K1, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ। ଏଗୁଡ଼ିକରୁ ଅନେକ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ କରାଯାଏ। ଗାଜର…

(Video) ବେଙ୍ଗାଲୁରୁରେ ଓଡ଼ିଆ ହୋଟେଲ ମାଲିକଙ୍କୁ କନ୍ନଡ ବ୍ୟକ୍ତିଙ୍କ ଧମକ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଭାଷା ବିବାଦ ଦିନକୁ ଦିନ ଉଗ୍ରରୂପ ନେଉଛି । ବିଶେଷକରି ବେଙ୍ଗାଲୁରୁରେ ଏହା ଅଧିକ ଦେଖାଯାଉଛି । ବହୁ ବହୁସଂସ୍କୃତିକ ଜନସଂଖ୍ୟା ପାଇଁ ଜଣାଶୁଣା ସହରରେ ଏହାର ପ୍ରଭାବ ଅଧିକ ଦେଖାଯାଉଛି । …

ବଡ଼ ଘୋଷଣା କଲେ ସରକାର, ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ିକୁ ମିଳିବନି ପେଟ୍ରୋଲ

ନୂଆଦିଲ୍ଲୀ: ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିରସା ଶନିବାର ପରିବେଶ ବିଭାଗ, ଏମସିଡି ଏବଂ ଏନଡିଏମସି ସହିତ ଏକ ବୈଠକ କରିଥିଲେ…

ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି, କେନ୍ଦ୍ରୀୟ ବିଦ୍ୟାଳୟରେ ବାହାରିଲା ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟରେ ବାହାରିଲା ନିଯୁକ୍ତି ସୁଯୋଗ । ବିନା ପରୀକ୍ଷାରେ ମିଳିପାରିବ ଚାକିରି । ଯେଉଁମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଅଟେ । କେନ୍ଦ୍ରୀୟ ବିଦ୍ୟାଳୟ…