ହଷ୍ଟେଲ ଅବ୍ୟବସ୍ଥାରରେ ଅତିଷ୍ଠ ଛାତ୍ର, ଜିଲ୍ଲାପାଳକୁ ଜଣାଇବାକୁ ଅନ୍ଧାର ରାସ୍ତାରେ ଚାଲିଲେ ୨୫ କିମି
ଭୁବନେଶ୍ବର: ମୟୂରଭଞ୍ଜରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ 25 କିମି ବାଟ ପାଦରେ ଚାଲିଲେ ୧୧୬ ଜଣ ଛାତ୍ର । ମୟୂରଭଞ୍ଜ ଜିଲ୍ଲା ବାସିପିଠା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ…