Breaking News ବଢ଼ିଲା UAN ଏବଂ ଆଧାର ଲିଙ୍କ୍ କରିବାର ଶେଷ ତାରିଖ, ସୂଚନା ଦେଲେ ସରକାର Ankita Feb 24, 2025 ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ କରିବାର ଶେଷ ତାରିଖ ସୀମାକୁ ବଢାଇ ଦିଆଯାଇଛି । ନିଯୁକ୍ତି-ସଂଯୋଜିତ…
Breaking News ବିବାହର କିଛି ସମୟ ପରେ ରହିଥିଲା କନ୍ୟାଙ୍କ ପରୀକ୍ଷା, ବାହାବେଦିରୁ ସିଧା ପରୀକ୍ଷା କେନ୍ଦ୍ର ଗଲେ ନବବଧୂ Ankita Feb 24, 2025 ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରୁ ସାମ୍ନାକୁ ଆସିଛି ଏକ ପ୍ରେରଣାଦାୟୀ ଘଟଣା । ବିବାହ ଦିନ ମଧ୍ୟ ନିଜ ପରୀକ୍ଷା କଥା ଭୁଲିନଥିଲେ ନବବଧୂ । ବିବାହର ତିନି ଘଣ୍ଟା ପରେ ବାହା ପୋଷାକରେ ପରୀକ୍ଷା ଦେଲେ ନବବଧୂ । ବାହା…
Breaking News Breaking: ଚିକେନ୍ ତରକାରୀ ନ କରିବାରୁ ନୃଶଂସ ପାଲଟିଲା ସ୍ବାମୀ, ଶକ୍ତ ଚାପୁଡ଼ା ମାରିବାରୁ ଉଡିଗଲା ସ୍ତ୍ରୀର ପ୍ରାଣବାୟୁ Ankita Feb 24, 2025 ଭୁବନେଶ୍ବର: ଢେଙ୍କାନାଳରୁ ସାମ୍ନାକୁ ଆସିଛି ଜଘନ୍ୟ ହତ୍ୟାକାଣ୍ଡ । ଚିକେନ ତରକାରୀ ପାଇଁ ସ୍ତ୍ରୀର ଚାଲିଗଲା ଜୀବନ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ । ଖବର ଅନୁସାରେ,…
Featured SIM Card New Rule: କଡ଼ାକଡ଼ି ନିୟମ କଲେ ସରକାର, ଏହି କାମ ନକଲେ ବିକିପାରିବେନି ସିମ୍ କାର୍ଡ Ankita Feb 24, 2025 ନୂଆଦିଲ୍ଲୀ: ସାଇବର ଠକେଇ ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏପରି ପରିସ୍ଥିତିରେ, ସରକାର ଏହି ସମସ୍ୟାର ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ସରକାର ଦେଶର ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ…
Breaking News ବଦଳିବ ପାଗର ମିଜାଜ୍, ୪ ଦିନ ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା Ankita Feb 24, 2025 ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା । ଆଗକୁ ବଢ଼ିବ ତାପମାତ୍ରା । ଏନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା । ହଟିଲା ବର୍ଷା ସତର୍କତା- କହିରଖୁଛୁ କି, ଓଡ଼ିଶାର କିଛି ଜିଲ୍ଲାରେ…
Breaking News ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲା: ଘରର ଗେଟକିପରଙ୍କୁ ଜେରା କଲା ପୋଲିସ Ankita Feb 24, 2025 ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦିବଙ୍ଗତ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ପୁଣିଥରେ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ପୂର୍ବରୁ ସୁରକ୍ଷା କର୍ମଚାରୀ ହେମସାଗର ନାଏକଙ୍କୁ ତଦନ୍ତ ଅଧିକାରୀ…
Breaking News Gold Price: ସେୟାର ମାର୍କେଟ ସହିତ ଖସିଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେଉଁଠି କେତେ ରହିଛି ଦାମ୍ Ankita Feb 24, 2025 ନୂଆଦିଲ୍ଲୀ: ଫେବୃଆରୀର ଶେଷ ସପ୍ତାହ ଷ୍ଟକ୍ ବଜାର ଏବଂ ସୁନା-ରୂପା ମୂଲ୍ୟରେ ହ୍ରାସ ସହିତ ଆରମ୍ଭ ହୋଇଛି । ସୋମବାର ପ୍ରାରମ୍ଭିକ କାରବାରରେ, BSE ସେନସେକ୍ସ 567.62 ପଏଣ୍ଟ ହ୍ରାସ ପାଇ 74,743.44 ପଏଣ୍ଟରେ ଏବଂ NSE…
Breaking News ଆମେରିକା ରାଷ୍ଟ୍ରପତିଙ୍କର ବଡ଼ ଆକ୍ସନ, ଏକାଥରେ ୨୦୦୦ କର୍ମଚାରୀଙ୍କୁ ଛଟେଇ Ankita Feb 24, 2025 ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଲେ ବଡ଼ ଧରଣର ଛଟେଇ । ୟୁଏସ୍ ଏଜେନ୍ସି ଫର ଇଣ୍ଟନେସନାଲ ଡେଭଲପମେଣ୍ଟ ବା ୟୁ.ଏସ.ଏ.ଆଇ.ଡିର ୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏକ ମାମଲା ସମୟରେ ଜଣେ…
Top Stories ତିଷ୍ଠି ପାରିଲାନି ବିବାହ.. ପ୍ରେମକୁ ଭୁଲି ନପାରି ଚତୁର୍ଥୀ ଦିନ ପ୍ରେମିକ ପାଖକୁ ଯିବାକୁ ଜିଦି କଲା ସ୍ତ୍ରୀ, ତାପରେ.. Ankita Feb 23, 2025 ଭୁବନେଶ୍ବର: ତାଳଚେରରୁ ସାମ୍ନାକୁ ଆସିଛି କୌତୁହଳ ଘଟଣା । ଚତୁର୍ଥୀ ଦିନ ସ୍ବାମୀକୁ ଛାଡି ବୟଫ୍ରେଣ୍ଡ ପାଖକୁ ଚାଲିଗଲେ ସ୍ତ୍ରୀ । ତାଳଚେର ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ଖବର ଅନୁସାରେ, ନବବଧୂ ଜଣକ…
Breaking News ପାକିସ୍ତାନକୁ ଧୂଳି ଚଟାଇବା ପରେ ସବୁଠି ସେଲିବ୍ରେସନ୍, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ Ankita Feb 23, 2025 ଭୁବନେଶ୍ବର: ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର ପ୍ରତିଶୋଧ ନେଲା ରୋହିତ ବାହିନୀ । 6 ଓ୍ବିକେଟରେ ପାକିସ୍ତାନକୁ ହରାଇ ବିଜୟ ମୁକୁଟ ପିନ୍ଧିଲା ଇଣ୍ଡିଆ ଟିମ୍ । ଦ୍ଵିତୀୟ ବିଜୟ ହାସଲ କରିବା ସହ…