AIର କମାଲ୍.. ଯେଉଁ କାମ ପାଇଁ ବୈଜ୍ଞାନିକଙ୍କୁ 10 ବର୍ଷ ଲାଗିଲା, ସେହି କାମକୁ 48 ଘଣ୍ଟାରେ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ନୂଆଦିଲ୍ଲୀ: କମାଲ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଯାହା ଖୋଜିବା ପାଇଁ ବୈଜ୍ଞାନିକଙ୍କୁ 10 ବର୍ଷ ଲାଗିଲା ତାହା ମାତ୍ର 48 ଘଣ୍ଟାରେ କରି ଦେଖାଇଲା ଏଆଇ ।
ଇମ୍ପେରିଆଲ କଲେଜ୍ ଲଣ୍ଡନର ପ୍ରଫେସର୍ ଜୋସ୍…