ବିଅର କ୍ୟାନ୍ରେ ମହାତ୍ମା ଗାନ୍ଧୀଙ୍କ ଫଟୋ..ସୋସିଆଲ ମିଡିଆରେ ତାତିଲେ ଲୋକେ, ମୋଦୀଙ୍କୁ ହସ୍ତକ୍ଷେପ କରିବାକୁ ନିବେଦନ
ନୂଆଦିଲ୍ଲୀ: ଯେଉଁ ଗାନ୍ଧିଜୀଙ୍କୁ ନିଶାମୁକ୍ତ ଅଭିଯାନର କର୍ଣ୍ଣଧାରା କୁହାଯାଉଥିଲା ସେହି ବାପୁଙ୍କର ଫଟୋ ବିଅର ବୋତଲରେ ରହିଛି । ଋଷିଆର ଏକ ବିୟର ବ୍ରାଣ୍ଡ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫଟୋ, ସ୍ବାକ୍ଷର ରହିଥିବା…