ସ୍ତ୍ରୀକୁ ଗର୍ଭ ଯନ୍ତ୍ରଣା ହେବାରୁ ହସ୍ପିଟାଲ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ସ୍ବାମୀର ଜୀବନ, ଘଣ୍ଟାଏ ପରେ ଜନ୍ମ ହେଲା ଛୁଆ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ସଡକ ଦୁର୍ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଗଲା ।
ସ୍ବାମୀର ମୃତ୍ୟୁପରେ ଛୁଆ…