Breaking: ନୂଆବର୍ଷରେ ପଦୋନ୍ନତି ଦେଲେ ମୋହନ ସରକାର, ଡିଜି ପାହ୍ୟାକୁ ଗଲେ ୩ IPS

ଭୁବନେଶ୍ବର: ନୂଆବର୍ଷ ଆରମ୍ଭରୁ ଖୁସି ଖବର ଦେଲେ ରାଜ୍ୟ ସରକାର । ପୁଣି 3 ଆଇପିଏସଙ୍କୁ ମିଳିଲା  ପଦୋନ୍ନତି । 3ଜଣ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ୧୯୯୩ ବ୍ୟାଚ୍‌ର ୩ IPSଙ୍କ ଡିଜି ପାହ୍ୟାକୁ…

ଆଜି ଜନ୍ମିତ ଶିଶୁର ହେବ ନୂଆ ନାମକରଣ, ପିଲାଙ୍କୁ ଡକାଯିବ ‘ବିଟା କିଡ୍ସ’,

ନୂଆଦିଲ୍ଲୀ:  ଆଜିଠୁ ନୂଆବର୍ଷ ଆରମ୍ଭ ହୋଇଛି । ଆଜିର ଦିନକୁ ସ୍ପେସାଲ କରିବା ପାଇଁ ସମସ୍ତଙ୍କର ଇଚ୍ଛା ରହିଥାଏ । କାରଣ ନୂଆ ବର୍ଷରେ ଯାହା କରିବେ ବର୍ଷସାରା ତାହା ହେବା ନେଇ ସମସ୍ତେ ଭାବିଥାନ୍ତି । ତେବେ ଆଜିଠୁ ନୂଆ…

ନୂଆବର୍ଷରେ Bajaj ଦେଲା ଖୁସି ଖବର, ବଜାରକୁ ଆସିବ ନୂଆ Bajaj…

ନୂଆଦିଲ୍ଲୀ: ନୂଆ ରୂପରେ ବଜାରକୁ ଆସିବ ପଲସର ବାଇକ । କମ୍ପାନୀ ବଜାଜ ଅଟୋ ପଲସରର ନୂଆ ପଲସର ଲଞ୍ଚ କରିବାକୁ ଯାଉଛି । ଏନେଇ କମ୍ପାନୀ ପକ୍ଷରୁ ହିଁ ସୂଚନା ଦିଆଯାଇଛି । କମ୍ପାନୀ ଏହି ମୋଟର ସାଇକେଲର ଟିଜରକୁ ସୋସିଆଲ…

Happy New Year: ନୂଆବର୍ଷରେ ଖୋଲିବ ଏହି ରାଶିର ଭାଗ୍ୟ! ଦୂର ହେବ ଆର୍ଥିକ ସମସ୍ୟା, ଜାଣନ୍ତୁ 2025ର ଲକି ରାଶି

ଭୁବନେଶ୍ବର: ଆଜି ନୂଆ ବର୍ଷକୁ ସ୍ବାଗତ କରୁଛନ୍ତି ଦେଶବାସୀ । ତେବେ ଆଜି ସମସ୍ତେ ଭଲରେ ଭଲରେ ବର୍ଷ କଟିବା ପାଇଁ ପ୍ରାର୍ଥନା କରିବେ । ମନ୍ଦିରରେ ଶହଶହ ଲୋକଙ୍କ ଭିଡ ଜମିବ । ତେବେ ଆଜିର ଦିନରେ 4 ରାଶିଙ୍କର ପାଇଁ…

Happy New Year: ସ୍ବାଗତଂ 2025…ନାଚ ଗୀତରେ ଜିରୋ ନାଇଟ୍ ସେଲିବ୍ରେସନ, ଧୁମଧାମରେ ନୂଆବର୍ଷକୁ ସ୍ବାଗତ କଲେ ଦେଶବାସୀ

ଭୁବନେଶ୍ବର: ବିଦାୟ ନେଇଛି ବିଦାୟୀ ବର୍ଷ 2024 । ଘଣ୍ଟାରେ ରାତି 12ଟାର ଟିକଟିକ ବାଜିସାରିଥିବା ବେଳେ ଏହାକୁ ତାଳଦେଇ ବାଣ ମଧ୍ୟ ଠୋ ଠୋ କରି ଫାଟିଛି । ସବୁରଙ୍ଗର ଆଲୋକରେ ରଙ୍ଗୀନ ହୋଇଛି ଆକାଶ । ନୂଆ ଆଶା ସହିତ…

VIDEO: ହଜାର ଫୁଟ ଉଚ୍ଚତାରୁ ବିମାନରୁ ଡେଇଁଲେ ଦବଙ୍ଗ ଗର୍ଲ, ତଳକୁ ଦେଖି ବଡ ପାଟିରେ ଚିଲେଇଲେ

ନୂଆଦିଲ୍ଲୀ: ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କର ବିବାହକୁ 6 ମାସ ବିତିଯାଇଛି ଏବଂ ସେମାନଙ୍କର ନିର୍ବନ୍ଧକୁ 2 ବର୍ଷ ବିତିଯାଇଛି । ଅଭିନେତ୍ରୀ ଜଣକ ବିମାନରୁ ଓହ୍ଲାଇ ଆକାଶରେ ଉଡ଼ିବାର ଭିଡିଓ ସୋସିଆଲ ସେୟାର…

ଛାତିଥରା ଘଟଣା..ନିଜ ଜିଭ କାଟି ଶିବଲିଙ୍ଗ ଆଗରେ ସମର୍ପଣ କଲେ ଛାତ୍ରୀ, ପରିବାର ସହ ଗାଁ ଲୋକେ ଚାହିଁ ରହିଥିଲେ

ନୂଆଦିଲ୍ଲୀ: ଛତିଶଗଡରୁ ସାମ୍ନାକୁ ଆସିଛି ଛାତିଥରା ଘଟଣା । ନିଜ ଜିଭକୁ କାଟି ଶିବଲିଙ୍ଗରେ ସମର୍ପଣ କଲେ ଦ୍ବାଦଶ ଶ୍ରେଣୀର ଛାତ୍ରୀ । ଅନ୍ଧବିଶ୍ବାସର ବସବର୍ତ୍ତି ହୋଇ ଯୁବକଜଣକ ଏଭଳି କରାଇଥିବା ଦେଖାଯାଇଛି । ଛତିଶଗଡର…

ଚୋରକୁ କିମିଆ କଲା ନାଲି ପାଣି! ଚୋରି କରିବାକୁ ଯାଇ ଲୋଭରେ ପ୍ରବଳ ପିଇଦେଲ, ତାପରେ…

ନୂଆଦିଲ୍ଲୀ: ମଦ୍ୟପାନ ଦେଖି କିଛି ଲୋକଙ୍କ ଉଦ୍ଦେଶ୍ୟ ଏତେ ଖରାପ ହୋଇଯାଏ ଯେ ବ୍ୟକ୍ତି ନିଜ ଧର୍ମ ଏବଂ ବିଶ୍ୱାସକୁ ମଧ୍ୟ ଭୁଲିଯାଏ । ତେଲେଙ୍ଗାନାର ମେଡାକ୍ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଯେଉଁଠାରେ ଜଣେ…

(Video) ବାଜିଲା 12ଟା…ଏହି ଦେଶରେ ପାଳିତ ହେଲା ନବ ବର୍ଷ, ଓଲଟିଲା କ୍ୟାଲେଣ୍ଡର- ଆଲୋକମାଳାରେ ଝଲସିଲା…

ନୂଆଦିଲ୍ଲୀ : ଭାରତରେ 2024ର ଶେଷ ସୂର୍ଯ୍ୟଦୋୟ ହୋଇଛିି । ଆଉ କିଛି ସମୟ ପରେ ଜିରୋ ନାଇଟ ସେଲିବ୍ରେସନ ହେବ । ସମସ୍ତେ ନାଚି, ଗାଇ, ବାଣଫୁଟାଇ ନୂଆ ବର୍ଷକୁ ସ୍ବାଗତ କରିବେ । ତେବେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି…

ଜିରୋ ନାଇଟରେ ଜଗାକୁ ଦେଖିପାରିବେ ଭକ୍ତ, ରାତି ସାଢ଼େ ୧୨ ସୁଦ୍ଧା ଫିଟିବ ଦ୍ବାର

ଭୁବନେଶ୍ବର: ଆଉ କେଇ ଘଣ୍ଟା ପରେ ବିଦାୟ ନେବ ବର୍ଷ 2024 । 2025 ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ତେବେ ନୂଆବର୍ଷରେ ଶ୍ରୀଜଗନ୍ନାଥଙ୍କ ଆର୍ଶିବାଦ ନେବା ପାଇଁ…