ପୁଅ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ବାପାକୁ ପଥରମାଡ, ଫାଟିଗଲା ଅନୀଲ ଦେଶମୁଖଙ୍କ ମୁଣ୍ଡ!
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ତାଙ୍କ କାର୍ ଉପରକୁ ପଥର ମାଡ ହୋଇଥିବା ବେଳେ ଆକ୍ରମଣରେ ସେ ଆହତ ହୋଇଥିବା ଜଣାପଡିଛି । ତେବେ ପଥରମାଡ…