Breaking: ଜନଜାତୀୟ ଗୌରବ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ପେସା ଆଇନ୍ ଲାଗୁ ପୂର୍ବରୁ ଲୋକଙ୍କ ମତ ନିଆଯିବ
ଭୁବନେଶ୍ବର: ରାଜ୍ୟରେ ପେସା ଆଇନ ଲାଗୁ କରିବା ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଆଇନ୍ ଲାଗୁ କିରବା ଆଗରୁ ରାଜ୍ୟ ସରକାର ଲୋକଙ୍କ ମତ ନେବା ନେଇ କହିଛନ୍ତି । ଜନଜାତୀୟ ଗୌରବ ଦୀବସ ଉପଲକ୍ଷେ…