ଆଶ୍ଚର୍ଯ୍ୟ ! ଫ୍ରିଜରୁ ଗନ୍ଧ ବାହାରିବାରୁ ଖୋଲିଲା ପୋଲିସ, ବାହାରିଲା 30 ଖଣ୍ଡ ମଣିଷ ମାଂସ
ନୂଆଦିଲ୍ଲୀ: କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଜଣେ 26 ବର୍ଷୀୟା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟିଦେଲା ରାକ୍ଷାସ । ଲୋକଙ୍କୁ ଯେଭଳି ଜଣା ନପଡିବ ସେଥିପାଇଁ ଫ୍ରିଜରେ…