(Video) ଘୋର କଳିଯୁଗ! ଲୋକଙ୍କୁ ଖାଇବାକୁ ମିଳୁନି, ଖାଦ୍ୟ ପାଇଁ ମରାଯିବ 200 ହାତୀ
ନୂଆଦିଲ୍ଲୀ: ଜିମ୍ବାବେରେ ଖାଦ୍ୟ ସଙ୍କଟ । ଦୁଇ ମୁଠା ଖାଦ୍ୟ ପାଇଁ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଚାରିଆଡେ ଟାଙ୍ଗରା ଭୂଇଁ ରହିଥିବା ବେଳେ ହାହାକାର ପରିସ୍ଥିତି ଦେଖାଯାଇଛି । ତେବେ ଉତ୍କଟ ସଙ୍କଟକୁ ଦୂର କରିବା ପାଇଁ…