ଜନ୍ମଦିନରେ ଆଜି ଓଡିଶା ଆସିବେ ମୋଦୀ; ବାଣ୍ଟିବେ ସୁଭଦ୍ରା, ଜାଣନ୍ତୁ କିଛି ଜଣା ଅଜଣା କାହାଣୀ
ନୂଆଦିଲ୍ଲୀ: ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର 74ତମ ଜନ୍ମଦିନ । ତାଙ୍କର ସଂଘର୍ଷମୟୀ ଜିବନ ସମସ୍ତଙ୍କୁ ପ୍ରେରଣା ଦେଇ ଆସୁଛି । ଜଣେ ଚା ବିକାଳିରୁ ବିଶ୍ବର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ…