3 ଦିନ ସାବଧାନ ରୁହନ୍ତୁ ଏହି ଜିଲ୍ଲା! ହୋଇପାରେ ପ୍ରବଳ ବର୍ଷା, 6 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
ଭୁବନେଶ୍ବର: ରାଜ୍ୟରେ କିଛି ଦିନ ହେବ ବର୍ଷା ଜାରି ରହିଥିବା ବେଳେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖାଦେଇଛି । ବାଲେଶ୍ବର ଏବଂ ମୟୂରଭଞ୍ଜ ସମ୍ପୁର୍ଣ୍ଣ ଜଳମଗ୍ନ ରହିଛି । ସେହିପରି ଦଶରଥପୁରରେ ବିପଦ ସଙ୍କେତ…