CAA ଉପରେ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ଏହି ଲୋକମାନେ ରହିପାରିବେ ଭାରତରେ
ନୂଆଦିଲ୍ଲୀ:ଗୃହ ମନ୍ତ୍ରାଳୟ ନାଗରିକତା ସଂଶୋଧନ ଅଧିନିୟମ(ସିଏଏ) ଅନୁଯାୟୀ, ଆବେଦନ କରିବା ପାଇଁ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ଅଣ-ମୁସଲିମମାନଙ୍କୁ ଭାରତକୁ ଆସିବାର କଟ୍-ଅଫ୍ ତାରିଖ ବଢାଇଦେଇଛି।…