ଭୁଲରେ ବି କରନ୍ତୁନି ଏହି ୩ଟି Mistake, ନଚେତ ବ୍ୟାଙ୍କ ଦେବନି ଆପଣଙ୍କୁ ଲୋନ୍
ନୂଆଦିଲ୍ଲୀ: ଆଜିର ସମୟରେ ଲୋନର ଆବଶ୍ୟକତା ସମସ୍ତଙ୍କ ପାଇଁ କେତେବେଳେ ବି ଦରକାର ପଡ଼ିପାରେ। ଆମେ ସମସ୍ତେ ନିଜ ଆବଶ୍ୟକତା ଅନୁଯାୟୀ, ବ୍ୟକ୍ତିଗତ ଲୋନ, ହୋମ ଲୋନ ବା କାର୍ ଲୋନ ନେଇଥାଉ।
ବ୍ୟାଙ୍କ ଲୋନ ଦେବା ପୂର୍ବରୁ…