IPLରେ ପାଳନ ହେବ ଅପରେସନ ସିନ୍ଦୂର ସଫଳତା, ଭାରତୀୟ ସେନା ପାଇଁ BCCIର ଖାସ ବ୍ୟବସ୍ଥା
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୮ତମ ସିଜିନ୍ ଏବେ ଶେଷ ହେବାକୁ ଯାଉଛି। ଏହାର ଶେଷ ମ୍ୟାଚ୍ ୩ ଜୁନରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ଫାଇନାଲ୍ ୨୫ ମେ'ରେ ଖେଳାଯିବାର ଥିଲା, କିନ୍ତୁ…